ଶୀତଦିନେ ଅଙ୍ଗୁର ଖାଇବା ଦ୍ୱାରା ମିଳିଥାଏ ଏହି ଫାଇଦା…..
ପ୍ରତ୍ୟେକ ଫଳରେ କିଛି ନା କିଛି ଗୁଣ ଲୁଚି ରହିଥାଏ । ତେଣୁ ଖାଇବାରେ ଫଳ ସାମିଲ କରିବାକୁ କେବେ ଭୁଲିବେନି । ଅଙ୍ଗୁରରେ ଆପଣଙ୍କୁ ଭରପୂର ମାତ୍ରାରେ କ୍ୟାଲୋରୀ, ଫାଇବର, ଭିଟାମିନ୍-ସି ଏବଂ ଭିଟାମିନ୍-ଇ ରହିଛି । ତେବେ ଅଙ୍ଗୁର ଖାଇବା ଦ୍ୱାରା ଆମ ପୋଷକ ତତ୍ତ୍ୱ ଉପରେ ପ୍ରଭାବ ପକାଇଥାଏ …