ଜୀବନ ଓ ସ୍ୱାସ୍ଥ୍ୟ ବୀମା ଉପରୁ ୧୮% ଜିଏସଟି ହଟାଇବାକୁ ଦାବି କଲେ ନିତିନ ଗଡକରୀ
ନୂଆଦିଲ୍ଲୀ: ଜୀବନ ବୀମା ଏବଂ ସ୍ୱାସ୍ଥ୍ୟ ବୀମା। ଆମ ଦେଶରେ ଅନେକ ଲୋକ ଏହି ବୀମା ନେଇଥାନ୍ତି। ବର୍ତ୍ତମାନ ଏଗୁଡିକ ଉପରେ ୧୮ ପ୍ରତିଶତ ଜିଏସ୍ଟି ଆଦାୟ କରାଯାଉଛି।
ଜୀବନ ଏବଂ ସ୍ୱାସ୍ଥ୍ୟ ବୀମା ଉପରେ ଜିଏସ୍ଟି ହଟାଇବାକୁ ଦାବି କରିଛନ୍ତି ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀ।…