କଶ୍ମୀରର ତୁଷାରପାତର ମଜା ନେବାକୁ ଚାହୁଁଛନ୍ତି, ତେବେ ଏଠାକୁ ନିହାତି ଯାଆନ୍ତୁ..
ନୂଆଦିଲ୍ଲୀ: ଯଦି ଆପଣ ବୁଝିପାରୁ ନାହାଁନ୍ତି ଶୀତଦିନେ କେଉଁଠିକୁ ବୁଲିବାକୁ ଯିବେ, ତେବେ ଏଥର କଶ୍ମୀର ବୁଲିବାକୁ ଯୋଜନା କରନ୍ତୁ | ଏଠାରେ ଶୀତଦିନରେ ପ୍ରବଳ ତୁଷାରପାତ ହୁଏ |
ନିଜର ବନ୍ଧୁ କିମ୍ବା ପରିବାର ସହିତ ତୁଷାରପାତ ଦେଖିବାକୁ ଚାହୁଁଛନ୍ତି, ତେବେ କାଶ୍ମୀର ଆପଣଙ୍କ ପାଇଁ…