Latest Odisha News
Browsing Tag

Habisyali

ପୁରୀରେ ହବିଷ୍ୟାଳୀ ମା’ଙ୍କୁ ଭେଟି ବ୍ରତ ସରଞ୍ଜାମ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀରେ କାର୍ତ୍ତିକ ବ୍ରତ କରିବାକୁ ଆସିଥିବା ହବିଷ୍ୟାଳୀ ମା’ ମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ରତ ସରଞ୍ଜାମ ପ୍ରଦାନ କରିଛନ୍ତି। ଏଥିରେ ଶାଢୀ, ଚଦର, ଉତ୍ତରୀୟ, ରାଇ ଦାମୋଦର ବ୍ରତ ବହି, ଶୁଖିଲି ମହାପ୍ରସାଦ ଆଦି ରହିଛି। ପ୍ରାୟ ୩୦୦୦ ହବିଷ୍ୟାଳୀ ମା’ଙ୍କ…

ଶ୍ରୀକ୍ଷେତ୍ରରେ ୧୦୫ ବର୍ଷୀୟ ବୃଦ୍ଧାଙ୍କ ହବିଷ୍ୟ ବ୍ରତ ପାଳନ

ପୁରୀ : ମହାପ୍ରଭୁଙ୍କ ଭକ୍ତି ଆଗରେ ହାର ମାନିଛି ହାରାମଣିଙ୍କ ବୟସ । ବୟସର ଅପରାହ୍ନରେ ପହଞ୍ଚିଥିଲେ ମଧ୍ୟ ହବିଷ୍ୟ ବ୍ରତ ପାଳନ କରୁଛନ୍ତି ୧୦୫ ବର୍ଷୀୟା ବୃଦ୍ଧା । ଆଖିକୁ ଭଲରେ ଦିଶୁ ନାହିଁ ... ଅଣ୍ଟା ନଇଁପଡ଼ିଲାଣି ହେଲେ ସମସ୍ତ ନୀତି ନୀୟମ ମାନି ପାଳନ କରୁଛନ୍ତି ବ୍ରତ।…