ଭାରତ ଓ ପାକିସ୍ତାନ ଦୂର ସମ୍ପର୍କୀୟ ଭାଇ ଭଳି: ଅଭିନେତ୍ରୀ ହାନିଆ
ନୂଆଦିଲ୍ଲୀ: ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମୀର ନିଜ ଅଭିନୟ ଜରିଆରେ କେବଳ ନିଜ ଦେଶରେ ନୁହେଁ ଭାରତରେ ମଧ୍ୟ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି।
ତାଙ୍କର ଅଭିନୀତ ଶୋ' ଗୁଡିକ ମଧ୍ଯରୁ ଦିଲରୁବା, ତିତଲି, ଇଶ୍କିଆ, ସଙ୍ଗେ-ଏ-ମାହା ଏବଂ ମୁଝେ ପ୍ୟାର ହୁଆ ଥା ଭଳି ପାକିସ୍ତାନୀ ଶୋ…