ଜୀବନ ନାଟକରେ ଖୁସିର ସନ୍ଧାନ
ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ
ପ୍ରତ୍ୟେକ ମଣିଷ ଟିକେ ଖୁସି ଚାହେଁ । ଯଦି ତା'ର ଭାବନା ସାମାଜିକ ରୀତିନୀତିକୁ ଗ୍ରହଣ କରନ୍ତା ତେବେ ସହଜରେ ଖୁସି ହୋଇପାରନ୍ତା । ମାନବ ଜୀବନରେ ଥିବା କ୍ରୋଧ, ଲୋଭ, ଗର୍ବ, ଅହଂକାର ଏବଂ ଘୃଣାକୁ ହଟାଇ ସରଳ ସହଜ ଆଡ଼କୁ ଗତିକଲେ, ଜୀବନ ନିଶ୍ଚିତ ଭାବରେ…