Latest Odisha News

BREAKING NEWS

Browsing Tag

Hariyana

ସୈତାନ ବାପା; ୧୮ମାସର ଶିଶୁ କନ୍ୟାକୁ କେନାଲରେ ଫଙ୍ଗିଦେଲା ବାପା, ଉଦ୍ଧାର କଲେ କାଉଡ଼ିଆ

ହରିୟାଣା: ସୈତାନ ସାଜିଲା ବାପା । ଦେଢ଼ ବର୍ଷର ଝିଅକୁ କେନାଲକୁ ଫିଙ୍ଗି ଦେଇ ଚାଲିଗଲା ବାପା । ସେପଟେ ମା’କୁ କାହାକୁ କିଛି ନଜଣେଇବାକୁ ଧମକ ବି ଦେଲା । ହେଲେ କୁହନ୍ତି ନା ଯାହାକୁ ରଖିବେ ଅନନ୍ତ, ତାର କି କରିପାରେ ବଳବନ୍ତ । ଠିକ ସମୟରେ ଜଣେ କାଉଡ଼ିଆ କେନାଲ୍ ମଧ୍ୟକୁ ଡ଼େଇଁ ବଞ୍ଚାଇଦେଲେ…

ଗୁରୁଗ୍ରାମ ଓ ହରିୟାଣାରେ ପଙ୍ଗପାଳ ଆତଙ୍କ, ଦିଲ୍ଲୀରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ଗାଁରୁ ସହର ମୁହାଁ ହେଲେ ପଙ୍ଗପାଳ । ଗୁରୁଗ୍ରାମ ଓ ହରିୟାଣାରେ ପସିଲେ । ଗତ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ପଙ୍ଗପାଳ ଆତଙ୍କ ସୃଷ୍ଟି କରିଛନ୍ତି । ରାଜସ୍ଥାନରୁ ଏବେ ହରିୟାଣାକୁ ପହଞ୍ଚିଛନ୍ତି ପଙ୍ଗପାଳ। ଗୁରୁଗ୍ରାମ ସହରର ଲକ୍ଷାଧିକ ସଂଖ୍ୟାରେ ପଙ୍ଗପାଳ ଆଜି ସକାଳେ ଘୁରି…