ୟୁକ୍ରେନ୍ ୱାର୍ : ଘର ମାଲିକଙ୍କ ପରିବାର ପାଇଁ ୟୁକ୍ରେନ୍ ଛାଡ଼ିବାକୁ ମନା କଲେ ହରିଆନା ଝିଅ
ନୂଆଦିଲ୍ଲୀ: ଦୀର୍ଘ ୪ଦିନ ଧରି ଋଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଦିନକୁ ଦିନ ଋଷିଆ ୟୁକ୍ରେନର ସହରକୁ ନିଜ ଅକ୍ତିଆରରେ ନେବାରେ ଲାଗିଛି । ଏଭଳିସ୍ଥିତିରେ ମେଡ଼ିକାଲ ଛାତ୍ରଛାତ୍ରୀମାନେ ୟୁକ୍ରେନ ଛାଡ଼ିବାକୁ ଚାହୁଁ ଥିବା ବେଳେ ଜଣେ ହରିୟାଣାର ଝିଅ ୟୁକ୍ରେନର କିଭ ସହର ଛାଡ଼ିବାକୁ…