ଦଳିତ ଅତ୍ୟାଚାର ନେଇ ରାଜନୀତି ନ ହେଉ: ରାମଦାସ ଆଥୱାଲେ
ଲକ୍ଷ୍ନୌ: ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗର କେନ୍ଦ୍ର ମନ୍ତ୍ରୀ ରାମଦାସ ଆଥୱାଲେ ଶନିବାର କହିଛନ୍ତି ଯେ ଦଳିତଙ୍କ ଉପରେ ଅତ୍ୟାଚାର ନାମରେ କୌଣସି ରାଜନୀତି ହେବା ଉଚିତ ନୁହେଁ ।
ହାଥ୍ରାସରେ ଯାହା ଘଟିଛି ତାହା ଅତ୍ୟନ୍ତ ଭୟଙ୍କର ଅଟେ । ଦଳିତ ଝିଅ ଉପରେ ବଳାତ୍କାର ଘଟଣା ଅତ୍ୟନ୍ତ…