କାଶୀପୁର ଦେଖିଛ ?
ଡାକ୍ତର ଅଭୟ ଦାଶ
ଓଡ଼ିଆ ,କହିଲେ ଯେମିତି ଆମେ ନିଆଁରେ ମୁତିଛୁ ! କ'ଣ କରିଦେଲୁକି? ନିଇତି ଶୁଣୁଛୁ କଳାହାଣ୍ଡି, କାଶୀପୁର। ଟାକୁଆ ଖେଚେଡି,ପିଲା ବିକ୍ରି। ମୁଁ ବି ଦେଖିନି, ଦେଖିବା ସୁଯୋଗ ପାଇନି। ପେଟ ପାଇଁ ଜୀବନର ପଚାଶବର୍ଷ ବିତାଇ ଦେଲିଣି ଦିଲ୍ଲୀ ନଗରୀରେ।
ସରକାରୀ ଚାକିରି…