ମଡେଲ ସୌମ୍ୟ ମୃତ୍ୟୁ ମାମଲା: ପୋଲିସକୁ ହାଇକୋର୍ଟ ତାଗିଦ୍
ଭୁବନେଶ୍ୱର: ମଡେଲ ସୌମ୍ୟରଂଜନ ପାଣିଗ୍ରାହୀ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ମୃତକଙ୍କ ପରିବାରର ଅଭିଯୋଗ ଅନୁୟାୟୀ ୩ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଭୁବନେଶ୍ୱର DCPଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏଥିସହ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ…