Latest Odisha News
Browsing Tag

Head

ଓଡ଼ିଆ ପୁଅ ସଂକେତ ରାୟ ହେଲେ କୋକା-କୋଲା ଇଣ୍ଡିଆ ଅଧ୍ୟକ୍ଷ !

ନୂଆଦିଲ୍ଲୀ: ଓଡ଼ିଆ ପୁଅ ସଂକେତ ରାୟ କୋକାକୋଲା ଇଣ୍ଡିଆ ତଥା ଦକ୍ଷିଣ-ପଶ୍ଚିମ ଏସିଆ ର ନୂତନ ଅଧ୍ୟକ୍ଷ ରୂପେ ନିଯୁକ୍ତି ପାଇଛନ୍ତି । ସେ ବର୍ତ୍ତମାନ କୋକାକୋଲା INSWA ଅପରେସନର ମୁଖ୍ୟ ରୂପରେ ଦାୟିତ୍ୱ ତୁଲାଇବେ । ରାଜଧାନୀ ଭୁବନେଶ୍ୱର ମୂଳ ବାସିନ୍ଦା ସଂକେତ, ଭୋପାଳ ଏନଆଇଟି ରୁ…