ଅତି ଆବଶ୍ୟକ ନଥିଲେ ରୋଗୀମାନେ ହସ୍ପିଟାଲକୁ ବାରମ୍ବାର ଆସନ୍ତୁ ନାହିଁ: ବିଜୟ ମହାପାତ୍ର
ଭୁବନେଶ୍ୱର: ହସ୍ପିଟାଲରେ ପ୍ରତିସମୟରେ ଅଧିକ ଗହଳି ହୁଏ । ଯାହାଦ୍ୱାରା ସଂକ୍ରମଣର ଅଧିକ ଆଶଙ୍କା ରହିଛି । ଅତି ଦରକାର ନଥିଲେ ରୋଗୀମାନେ ହସ୍ପିଟାଲକୁ ବାରମ୍ବାର ଆସନ୍ତୁ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ଯେଉଁମାନଙ୍କ ସାଧାରଣ ରୋଗ ରହିଥିବ…