ବନ୍ଧା ପଡ଼ିଛି ଶୈଶବ
ମାର୍ଥାପୁର : କଲମ ଧରିବା ବୟସରେ ପରିବାରର ବୋଝ । ଜୀବନର କଷଟି ପଥର ଭିତରେ ଚାପି ହୋଇ ଯାଇଛି ତିନି ନିରୀହ ଅନାଥ ଶିଶୁଙ୍କ ଭାଗ୍ୟ । ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ଏହି ତିନି ନିରୀହ, ନିଷ୍ପାପ ଅନାଥ ଶିଶୁ । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମାର୍ଥାପୁର ଗାଁର ତିନି ଅନାଥ ଶିଶୁ…