Latest Odisha News

BREAKING NEWS

Browsing Tag

Hezbollah

ଇସ୍ରାଏଲ ଓ ହିଜବୁଲ୍ଲାହର ଅସ୍ତ୍ରବିରତି ବୁଝାମଣା, ଜାଣନ୍ତୁ କଣ ରହିଛି କାରଣ..

ଗାଜା: ଇସ୍ରାଏଲ ଏବଂ ହିଜବୁଲ୍ଲାହ ମଧ୍ୟରେ ଅସ୍ତ୍ରବିରତି ବୁଝାମଣା  ପାଇଁ ଏକ ଚୁକ୍ତି ହୋଇଛି। ଯାହା ପରେ ହିଜବୁଲ୍ଲାହ ଏବଂ ଇସ୍ରାଏଲ ପରସ୍ପର ଉପରେ ଆକ୍ରମଣ କରିବେ ନାହିଁ। ତେବେ ଉଭୟ ୬୦ ଦିନ ଧରି ଅସ୍ତ୍ରବିରତି ଉଲ୍ଲଂଘନ ନକରିବାକୁ ସହମତି ହୋଇଛନ୍ତି। ତେବେ ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ହେଜବୁଲ୍ଲାର ଡ୍ରୋନ୍ ଆକ୍ରମଣରେ ୪ ଇସ୍ରାଏଲ୍ ସୈନିକ ନିହତ

ଇସ୍ରାଏଲ୍: ଇସ୍ରାଏଲ୍ ଉପରେ ହେଜବୁଲ୍ଲାର ଡ୍ରୋନ୍ ଆକ୍ରମଣରେ ୪ ଜଣ ଇସ୍ରାଏଲ୍ ସୈନିକ ନିହତ ହୋଇଛନ୍ତି। ଏହି ଘଟଣାରେ ୬୦ରୁ ଅଧିକ ସୈନିକ ଆହତ ହୋଇଛନ୍ତି। ଇସ୍ରାଏଲର ସାମରିକ ବେସ୍ ଉପରେ ହୋଇଥିବା ଆକ୍ରମଣ ପାଇଁ ଲେବାନନ୍ ନିଜକୁ ଦାୟୀ କରିଛି। ସୂଚନା ଅନୁଯାୟୀ, ଡ୍ରୋନ୍ ଆକ୍ରମଣରେ…

ମୋସାଡର ମୁଖ୍ୟାଳୟ ଉପରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ କଲା ହିଜବୁଲ୍ଲାହ

ତେଲ ଅଭିଭ: ଲେବାନନ୍ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଗମ୍ଭୀର ହେବାରେ ଲାଗିଛି। ଇସ୍ରାଏଲର କ୍ରମାଗତ ଆକ୍ରମଣରେ ଲେବାନନରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସ୍ଥିତି ଏଭଳି ଯେ କେହି ପଛକୁ ହଟିବାକୁ ପ୍ରସ୍ତୁତ ନୁହଁନ୍ତି। ଏହି ସମୟରେ ହିଜବୁଲ୍ଲାହ ପକ୍ଷରୁ ବୁଧବାର କୁହାଯାଇଛି ଯେ…

ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ

ଲେବାନନ: ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ। ଇସ୍ରାଏଲ ଏବଂ ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଲେବାନନରୁ ହେଜବୁଲ୍ଲା ପକ୍ଷରୁ ଇସ୍ରାଏଲ ଉପରେ ସକାଳୁ ୩୦୦ରୁ ଅଧିକ ରକେଟ ମାଡ଼ କରାଯାଇଛି। ଏହାର କଡ଼ା ଜବାବ ଦେଇଛି ଇସ୍ରାଏଲ। ୧୦୦ରୁ…