ଭାରତରେ ଲଞ୍ଚ ହେଲା 2025 Honda Dio, ଏହାର ମୂଲ୍ୟ ଜାଣନ୍ତୁ..
ନୂଆଦିଲ୍ଲୀ: ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ (HMSI) ନିଜର ଲୋକପ୍ରିୟ ସ୍କୁଟର ଡିଓର ଏକ ନୂତନ ମଡେଲ ଲଞ୍ଚ କରିଛି । କମ୍ପାନୀ ଏହାର ନୂଆ ସ୍କୁଟର ହୋଣ୍ଡା ଡିଓ (2025 Honda Dio)କୁ ଅପଡେଟ୍ କରି ଲଞ୍ଚ କରିଛି । ଯାହାକୁ OBD2B ନିୟମ ଅନୁଯାୟୀ ଅପଡେଟ୍ କରାଯାଇଛି । ଏଥିରେ ଏକ…