Latest Odisha News

BREAKING NEWS

Browsing Tag

Hot Weather

ଏଥର ଏପ୍ରିଲରୁ ଜୁନ୍ ଅସହ୍ୟ ହେବ ଗରମ

ଭୁବନେଶ୍ୱର: ଚଳିତ ବର୍ଷ ଏପ୍ରିଲରୁ ଜୁନ୍ ମାସ ଯାଏ ଗ୍ରୀଷ୍ଣ ପ୍ରବାହ ଅସହ୍ୟ ହେବ । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ସାଉଥ ପେଇଁସୁଲାର ଇଣ୍ଡିଆ (South Peninsular India) ଓ ଉତ୍ତରପଶ୍ଚିମ ଭାରତକୁ ବାଦ ଦେଲେ ଦେଶର ଅନ୍ୟ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ ।…

୧୭ ସହରରେ ପାରଦ ଡେଇଁଲା ୪୦ ଡିଗ୍ରୀ, ୪୩.୨ ଡିଗ୍ରୀରେ ଜଳିଲା ଭୁବନେଶ୍ୱର

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଗ୍ରୀଷ୍ଣ ପ୍ରବାହ ଜାରି ରହିଛି । ଗତକାଲି ଭଳି ମଧ୍ୟ ଆଜି ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ଭୁବନେଶ୍ୱରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଲଗାତାର ଦ୍ୱିତୀୟ ଦିନ ଲାଗି ତାତି ରାଜଧାନୀବାସୀଙ୍କୁ…

୪୦ ଉପରେ ରାଜ୍ୟର ୧୨ ସହର, ସବୁଠୁ ଉତ୍ତପ୍ତ ଭୁବନେଶ୍ୱର; ୩ ଦିନ ଯାଏ ବଢିବ ତାତି

ଭୁବନେଶ୍ୱର: ତାତିରୁ ମିଳିବନି ନିସ୍ତାର । ୨ରୁ ୩ ଦିନ ଯାଏ ଆହୁରି ବଢ଼ିବ ପାରଦ । ଆଜି ରାଜ୍ୟର ୧୨ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୨.୧ ଡିଗ୍ରୀ ସେଲସିୟସ୍ ସହ ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ଆଗାମୀ ୨ରୁ ୩ ଦିନ ଯାଏ ଦିନବେଳାର ତାପମାତ୍ରା ୨ରୁ ୩ ଡିଗ୍ରୀ…