ରିଲିଜ ହେଲା ଆଇବିପିଏସ୍ ପ୍ରୋବେସନାରୀ ଅଫିସର ନିଯୁକ୍ତି ପରୀକ୍ଷା, ୨୦୨୦ର ଆଡମିଟ୍ କାର୍ଡ
ନୂଆଦିଲ୍ଲୀ: ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକସନ (ଆଇବିପିଏସ୍) ମଙ୍ଗଳବାର ଦିନ ପ୍ରୋବେସନାରୀ ଅଫିସର (ପିଓ) ପଦବୀ ପାଇଁ ଆଇବିପିଏସ୍ ପ୍ରାଥମିକ ନିଯୁକ୍ତି ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ପ୍ରକାଶ କରିଛି।
ନାମଲେଖା ହୋଇଥିବା ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍…