ଅଧିକ ପଜିଟିଭିଟି ହାର ଥିବା ରାଜ୍ୟମାନଙ୍କରେ ଲକ୍ଡାଉନ ହେବା ଉଚିତ; ଆଇସିଏମ୍ଆର ମୁଖ୍ୟ
ନୂଆଦିଲ୍ଲୀ: ଅଧିକ ପଜିଟିଭିଟି ହାର ଥିବା ସମସ୍ତ ରାଜ୍ୟମାନଙ୍କରେ ଲକ୍ଡାଉନ ଲାଗୁ ହେବା ଉଚିତ। ଏ ନେଇ ଆଇସିଏମ୍ଆରର ମୁଖ୍ୟ ଡା. ବଳରାମ ଭାର୍ଗଭ କହିଛନ୍ତି।
ବହୁ ସଂଖ୍ୟକ ସଂକ୍ରମଣ ରିପୋର୍ଟ ଆସୁଥିବା ଜିଲ୍ଲାଗୁଡିକରେ ଏହି ଭୂତାଣୁ ବିସ୍ତାରକୁ ନିୟନ୍ତ୍ରଣ କରିବା ପାଇଁ ଆଉ ୬ରୁ ୮ ସପ୍ତାହ…