ଗିରଫ ହେଲେ ଇଡିକଲର କୋଟିପତି ମ୍ୟାନେଜର ଗୟା ସାଁତରା
ଭୁବନେଶ୍ୱର : ଗିରଫ ହେଲେ ଇଡ୍କଲ୍ର କୋଟିପତି ଜଏଣ୍ଟ ମ୍ୟାନେଜର ଗୟା ସାଁତରା । ଆଖି ଖୋସି ହୋଇଗଲା ପରି ସମ୍ପତ୍ତି ଠୁଳ କରିଥିଲେ । ଆୟ ବିହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଚଢାଉ ବେଳେ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ତାଙ୍କ ଘରୁ ଠାବ…