Latest Odisha News
Browsing Tag

In Mankhurd Mumbai

ମୁମ୍ବାଇ ମାନଖୁର୍ଦରେ ଭୀଷଣ ଅଗ୍ନିକାଣ୍ଡ, ଉଦ୍ଧାର କାର୍ଯ୍ୟରେ ୧୫ଟି ଦମକଳ ଗାଡି ନିୟୋଜିତ

ମୁମ୍ବାଇ: ମୁମ୍ବାଇ ମାନଖୁର୍ଦରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗିବାର ସୂଚନା ମିଳିବା ପରେ ୧୫ଟି ଦମକଳ ଗାଡି ଘଟଣାସ୍ଥଳରେ ପହଁଞ୍ଚିଛନ୍ତି ।  ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ଫାୟାର ବ୍ରିଗେଡ୍ ପକ୍ଷରୁ ନିଆଁକୁ ନିୟନ୍ତ୍ରଣରେ କରିବାର ଚେଷ୍ଟା ଚାଲିଛି ।…