ଭାରତ ସମାଚାର ଅଫିସ୍ ଉପରେ ଚଢଉ ପରେ ବିସ୍ଫୋରକ ତଥ୍ୟର ଖୁଲାସା କଲା ଆୟକର ବିଭାଗ
ନୂଆଦିଲ୍ଲୀ: ଭାରତ ସମାଚାରର କାର୍ଯ୍ୟାଳୟ ଉପରେ ଚଢଉ କରିବାର କିଛି ଦିନ ପରେ ଆୟକର ବିଭାଗ ବିସ୍ଫୋରକ ତଥ୍ୟ ଖୁଲାସା କରିଛି। ଆୟକର ବିଭାଗ କହିଛି ଯେ ଭାରତ ସମାଚାର ୨୦୦ କୋଟି ଟଙ୍କାର ଅନାବଶ୍ୟକ କାରବାର ହୋଇଛି।
ଜୁଲାଇ ୨୨ରେ ଲକ୍ଷ୍ନୌ ବସ୍ତି, ବାରାଣାସୀ, ଜୌନପୁର ଏବଂ କୋଲକାତାରେ…