ବର୍ଦ୍ଧିତ ମାର୍କ ବାସ୍ତବ ପ୍ରତିଭାର ନିର୍ଣ୍ଣାୟକ ନୁହେଁ
ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ
ଗତ ବର୍ଷ ପରୀକ୍ଷା ଫଳ ପ୍ରକାଶନ ପରେ ଆଖପାଖରେ ଉତ୍ତେଜନା ଦେଖାଦେଇଥିବା ବେଳେ ଚଳିତ ବର୍ଷ ପୁଣିଥରେ ଲକ୍ଷ୍ୟ କରାଯାଇଥିଲା ଯେ ସିବିଏସ୍ଇ ଅର୍ଥାତ୍ ଦେଶରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଅଧୀନରେ କରାଯାଇଥିବା ପରୀକ୍ଷାର ଫଳାଫଳ ଘୋଷଣା ପରେ…