ଭାରତ–ବାଂଲାଦେଶ ୨ୟ ଦିନିକିଆ ; ୬୯ ରନରେ ୪ ୱିକେଟ ହରାଇଲା ବାଂଲାଦେଶ
ଭାରତ -ବାଂଲାଦେଶ ଦିତୀୟ ଦିନିକିଆ ମୁକାବିଲା ଆଜି ମିରପୁରର ଶେରଇ ବାଂଲା ଷ୍ଟାଡିୟମରେ ଖେଳା ଯାଉଛି । ବାଂଲା ଦେଶ ପ୍ରଥମେ ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଇଛି ।
ମିଳିଥିବା ଖବର ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୧୯ ଓଭର ଖେଳ ଶେଷ ହେଇଛି । ବାଂଲାଦେଶ ୪ ୱିକେଟ ହରାଇ ୬୯…