Latest Odisha News

BREAKING NEWS

Browsing Tag

India Economy

‘ଭାରତ ପ୍ରଗତି କରୁଛି, ଏହି କ୍ଷେତ୍ରରେ ସିଙ୍ଗାପୁରର ପୁଞ୍ଜି ନିବେଶ ପାଇଁ ରହିଛି ସୁଯୋଗ’

ନୂଆଦିଲ୍ଲୀ: ଭାରତର ପ୍ରଗତିରେ ସିଙ୍ଗାପୁର ନିଜ ପାଇଁ ଏକ ସୁଯୋଗ ଦେଖୁଛି । ଏପରି କହିଛନ୍ତି ସିଙ୍ଗାପୁରର ପୂର୍ବତନ ପ୍ରଧାନମନ୍ତ୍ରୀ ଲି ସିନ ଲୁଙ୍ଗ । ଶନିବାର ଭାରତୀୟ ବ୍ୟବସାୟଙ୍କ ସହିତ ଏକ ସାକ୍ଷାତକାରରେ ଲୁଙ୍ଗ କହିଛନ୍ତି ଯେ 'ଭାରତ ଦ୍ରୁତ ଗତିରେ ଅଗ୍ରଗତି କରୁଛି । ଭାରତରେ ସିଙ୍ଗାପୁରର…

୨୦୨୧ରେ ବାଉନ୍‌ସ ବ୍ୟାକ୍‌ କରିବ ଭାରତର ଜିଡିପି, ଚୀନକୁ ଟପିଯିବ

ନୂଆଦିଲ୍ଲୀ: ଯେମିତି ତଳକୁ ଖସିବ, ସେମିତି ଉପରକୁ ଉଠିବ । ୨୦୨୦-୨୧ରେ ଭାରତର ମୋଟ୍ ଘରୋଇ ଉତ୍ପାଦ (ଜିଡିପି) ୧୦.୩ ପ୍ରତିଶତ ତଳକୁ ଖସିବ । କିନ୍ତୁ ୨୦୨୧ରେ ବାଉନ୍‌ସ ବ୍ୟାକ୍‌ କରିବ ଦେଶର ଅର୍ଥନୀତି । ଦେଶର ଜିଡିପି ଅଭିବୃଦ୍ଧି ୮.୮ ପ୍ରତିଶତ ରହିବା ସମ୍ଭାବନା ରହିଛି । ଏଭଳି ଆକଳନ କରିବ…