Latest Odisha News

BREAKING NEWS

Browsing Tag

India post office

ଘରେ ବସି କିପରି ପୋଷ୍ଟଅଫିସ୍ ଆରଡି ଆକାଉଣ୍ଟରେ ଟଙ୍କା ଜମା କରିପାରିବେ ?

ଭୁବନେଶ୍ବର: ଯଦି ଆପଣଙ୍କର ଆରଡି ଆକାଉଣ୍ଟ ପୋଷ୍ଟ ଅଫିସରେ ଅଛି, ଆପଣଙ୍କୁ ଟଙ୍କା ଜମା କରିବାକୁ ପୋଷ୍ଟ ଅଫିସ୍ ଯିବାକୁ ପଡୁଥିବ । କିନ୍ତୁ ଆପଣ ଜାଣିଛନ୍ତି କି ଆପଣ ଘରେ ବସି ଆରଡି ଆକାଉଣ୍ଟରେ ଟଙ୍କା ଜମା କରିପାରିବେ । ହଁ , ଆଜ୍ଞା ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) ଆପ୍…

ପୁସ୍ତକ ପ୍ରେମୀ ନିରାଶ, ଇଣ୍ଡିଆ ପୋଷ୍ଟ ‘ବୁକ୍ ପୋଷ୍ଟ’ ସେବାକୁ କଲା ବନ୍ଦ

ନୂଆଦିଲ୍ଲୀ: ଡିସେମ୍ବର ୧୮, ୨୦୨୪ରେ ଇଣ୍ଡିଆ ପୋଷ୍ଟ ଏହାର 'ବୁକ୍ ପୋଷ୍ଟ (ଆର୍‌ବିପି)' ସେବା ବନ୍ଦ କରି ପୁସ୍ତକ ପ୍ରେମୀ ତଥା ପୁରା ପୁସ୍ତକ ଶିଳ୍ପକୁ ଏକ ଝଟକା ଦେଇଛି । ଏହି ସେବା ଦ୍ବାରା ୫ କିଗ୍ରାର ପୁସ୍ତକ ପଠାଇବା ପାଇଁ ୮୦ଟଙ୍କା ଦେବାକୁ ପଡ଼ିଥାଏ,ଯାହାକି ଅନ୍ୟ କୋରିଅର୍‌ ସଂସ୍ଥାଠାରୁ…

ଆସିଲା ନିର୍ଦ୍ଦେଶ, ଶତାୟୁ ମହିଳାଙ୍କ ଘରେ ପହଂଚିଲା ପୋଷ୍ଟ ଅଫିସ୍‌

ନୂଆପଡା: ନୂଆପଡାରେ ଜଣେ ବୃଦ୍ଧା ମାଆଙ୍କୁ ତାଙ୍କ ଝିଅ ଖଟିଆରେ ଘୋଷାରି ଘୋଷାରି ବ୍ୟାଙ୍କ ନେଇଥିଲେ । ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ ଡାକ ବିଭାଗର ତତ୍ପରତା ପ୍ରକାଶ ପାଇଛି । ଗତ ୧୭ ତାରିଖରେ ଶତାୟୁ ମହିଳାଙ୍କ ପାଖରେ ପହଂଚି ଇଣ୍ଡିଆ ପୋଷ୍ଟ ପେମେଂଟ ଖାତା ଖୋଲିଛି…