Latest Odisha News

BREAKING NEWS

Browsing Tag

India VS New Zealand Test

ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଖେଳିବେନି ଇଶାନ୍ତ-ଆଜିଙ୍କ୍ୟ-ଜାଡେଜା

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆକୁ ଝଟକା । ଖେଳିବେନି ଆଜିଙ୍କ୍ୟ ରାହାଣେ, ଇଶାନ୍ତ ଶର୍ମା ଓ ରବୀନ୍ଦ୍ର ଜାଡେଜା । ଆହତ କାରଣରୁ ତିନି ଜଣ ବାଦ ପଡ଼ିଛନ୍ତି । ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ମୁମ୍ବାଇର ଓ୍ୱାଙ୍ଖଡେରେ…

ଭାରତ-ନ୍ୟୁଜିଲାଣ୍ଡ କାନପୁର ଟେଷ୍ଟ: ପ୍ରଥମେ ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ

କାନପୁର: ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ । କାନପୁରରେ ଖେଳାଯିବ ମ୍ୟାଚ୍ । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଆଜିଙ୍କ୍ୟ ରାହାଣେ । ଓ୍ୱାର୍ଲଡ ଟେଷ୍ଟ ଚାମ୍ପିଅନସିପ୍ ପରାଜୟର ବଦଲା ନେବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ବିରାଟ କୋହଲି ଓ ରୋହିତ ଶର୍ମା ଟିମରେ ନାହାନ୍ତି…

ପ୍ରଥମ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆକୁ ଟିପ୍ସ ଦେଉଛନ୍ତି ରାହୁଲ ଦ୍ରାବିଡ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): କାଲିଠୁ ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ । କାନପୁରରେ ଖେଳାଯିବ ପ୍ରଥମ ଟେଷ୍ଟ । ମୋଟ୍ ଦୁଇଟି ଟେଷ୍ଟ ଖେଳାଯିବ । ଏହି ଟେଷ୍ଟ ସିରିଜ୍ ଜିତିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଝାଳବୁହା ଅଭ୍ୟାସ ଚଳାଇଛନ୍ତି ଖେଳାଳି । ପ୍ରତିଟି ଖେଳାଳିଙ୍କୁ ଟିପ୍ସ…

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା, ପ୍ରଥମ ଟେଷ୍ଟ ନେତୃତ୍ୱ ନେବେ ରାହାଣେ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ପ୍ରଥମ ଟେଷ୍ଟରୁ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ତାଙ୍କ ସ୍ଥାନରେ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ ଆଜିଙ୍କ୍ୟ ରାହାଣେ । ଦ୍ୱିତୀୟ ଟେଷ୍ଟରେ ସାମିଲ ହେବେ ବିରାଟ କୋହଲି ।…