ବକ୍ସିଂ ଡେ ଟେଷ୍ଟରେ ଭାରତର ମହାବିଜୟ, ଅଷ୍ଟ୍ରେଲିଆକୁ ୮ ଓ୍ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ
ମେଲବୋର୍ଣ୍ଣରେ ଆଡିଲେଡ୍ ଟେଷ୍ଟ ପରାଜୟର ବଦଲା ନେଲା ଟିମ୍ ଇଣ୍ଡିଆ । ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ଦ୍ୱିତୀୟ ଟେଷ୍ଟରେ ବାଜି ମାରିଛି ଭାରତ । ଅଷ୍ଟ୍ରେଲିଆକୁ ୮ ଓ୍ୱିକେଟରେ ହରାଇଛି ଟିମ୍ ଇଣ୍ଡିଆ । ବିଜୟ ପାଇଁ ଭାରତ ଆଗରେ ଥିଲା ୭୦ରନ ବିଜୟ ଲକ୍ଷ୍ୟ । ଆଜି ଖେଳର ଚତୁର୍ଥ ଦିନରେ ୨…