ଆମେ ପୁଣି ହସିବା !!
(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’)
ଏବେ ଯେଉଁଆଡ଼େ ଟିକେ ଆଖି ବୁଲେଇଲେ କେବଳ କରୋନାର ଚିତ୍ର । ସବୁ ଠିକ୍ ଠାକ୍ ଥିଲା । ହଠାତ ଆସି ମୃତ୍ୟୁର ମାୟାଜାଲ ରଚି ସମସ୍ତଙ୍କ ମନରେ ଏକ ଅଭୁତପୂର୍ବ ଭୟ ସଂଚାର କରିଛି କରୋନା । କିଛି ମାସ ପୂର୍ବକୁ ଲକ୍ଷ୍ୟ…