ଶେଖର ମେହେତା ରୋଟାରୀ ଇଣ୍ଟରନାସନାଲର ନୂଆ ସଭାପତି
ଦିଲ୍ଲୀ : ଶେଖର ମେହେତା ରୋଟାରୀ ଇଣ୍ଟରନାସନାଲର ନୂଆ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ରିଅଲ ଇଷ୍ଟେଟ କମ୍ପାନୀ ସ୍କାଇଲାଇନର ଅଧ୍ୟକ୍ଷ ତଥା ରୋଟାରୀ କ୍ଲବ ଅଫ କୋଲକାତା ମହାନଗରର ସଦସ୍ୟ ଶେଖର ମେହେତା । ଶ୍ରୀ ମେହତାଙ୍କୁ ୧୧୧ ତମ ରୋଟାରୀ ଇଣ୍ଟରନାାସନାଲର ସଭାପତି ଭାବେ ଏକ ବର୍ଷ ପାଇଁ…