ଟ୍ୱିଟର ଓ ଇନଷ୍ଟା ମଧ୍ୟରେ କଡ଼ା ଟକ୍କର, ଖିୁବଶୀଘ୍ର ଇନଷ୍ଟାଗ୍ରାମ ଲଞ୍ଚ କରିବ ଥ୍ରେଡ୍ସ ଆପ୍
ଓଡ଼ିଶା ସମ୍ବାଦ ବ୍ୟୁରୋ: ଟୁଇଟରରେ ପ୍ରାୟ ସବୁ ବେଳେ କିଛି ନା କିଛି ବିବାଦ ଲାଗି ରହିଥାଏ। ଏହାର ସୁଯୋଗ ନେଇ ଇନଷ୍ଟାଗ୍ରାମ ଥ୍ରେଡ୍ସ ନାମକ ଏକ ନୂଆ ଆପ୍ ଲଞ୍ଚ କରିବାକୁ ଘୋଷଣା କରିଛି। କମ୍ପାନୀ ଏହାକୁ ଟୁଇଟରର ପ୍ରତିଦ୍ୱନ୍ଦ୍ୱୀ ପ୍ଲାଟଫର୍ମ ଭାବରେ ଜୁଲାଇ ୬ ରେ ଲଞ୍ଚ କରିବାକୁ ଯାଉଛି।…