ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ
ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ବିଶ୍ୱବ୍ୟାପୀ ୧୦୯ଟି ଦେଶରେ ପାଳନ ହେଉଛି । ଚଳିତ ବର୍ଷର ଥିମ ରହିଛି ‘ସୁସ୍ଥତା ପାଇଁ ଯୋଗ’ । କରୋନା କଟକଣା ଭିତରେ ଦେଶରେ ଯୋଗ ଦିବସ ପାଳନ ହେଉଛି । ସାମାଜିକ ଦୂରତା ରକ୍ଷା କରି ବିଭିନ୍ନ ସ୍ଥାନରେ ଯୋଗ କରୁଛନ୍ତି ନେତା, ମନ୍ତ୍ରୀଙ୍କଠାରୁ…