ଇରାନ୍ ମାଟି ତଳେ ଲୁଚି ରହିଛି ବିପଜ୍ଜନକ କ୍ଷେପଣାସ୍ତ୍ର
ନୂଆଦିଲ୍ଲୀ: ନିକଟରେ ଇରାନ ଏହାର ଭୂତଳ କ୍ଷେପଣାସ୍ତ୍ର ଟନେଲର ଚିତ୍ର ପ୍ରକାଶ କରିଛି। କୁହାଯାଉଛି ଯେ ଏହି କ୍ଷେପଣାସ୍ତ୍ରଗୁଡିକ ଇସ୍ରାଏଲ୍ ଏବଂ ଆମେରିକାର ଆଖିରୁ ଲୁଚାଇବା ପାଇଁ ଭୂତଳ ଭଳି ଗୁପ୍ତ ସ୍ଥାନରେ ରଖାଯାଇଛି।
ଫୋର୍ବସ୍ ଡଟ୍ କମ୍ ର ଏକ ରିପୋର୍ଟ ଅନୁଯାୟୀ, ୟୁଟ୍ୟୁବରେ ପ୍ରକାଶିତ…