Latest Odisha News

BREAKING NEWS

Browsing Tag

Iraq Covid Hospital Fire

କୋଭିଡ୍ ହସ୍ପିଟାଲରେ ନିଆଁ ଲାଗି ୨୩ ମୃତ, ୪୬ ଅସୁସ୍ଥ

ବାଗଦାଦ: ଇରାକର ରାଜଧାନୀ ବାଗଦାଦରେ କୋଭିଡ୍ କେୟାର ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ହସ୍ପିଚାଲରେ ନିଆଁ ଲାଗି ୨୩ ଜଣଙ୍କର ମୃତ୍ୟୁ ହୋଇଛି । ଅସୁସ୍ଥ ହୋଇଛନ୍ତି ୪୫ ଜଣ । ଅକ୍ସିଜେନ ସିଲିଣ୍ଡର ମହଜୁଦ ଥିବା ରୁମରେ ବିସ୍ଫୋରଣ ହେବାରୁ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି ।…