ଇସ୍ରାଏଲ ରକେଟ୍ ଆକ୍ରମଣ; ଭାରତ ପହଞ୍ଚିଲା ସୋମ୍ୟା ସନ୍ତୋଷଙ୍କ ମରଶରୀର
କେରଳ: ଇସ୍ରାଏଲର ଆସ୍କେଲନ୍ ସହରରେ ହୋଇଥିବା ରକେଟ୍ ଆକ୍ରମଣରେ ପ୍ରାଣ ହରାଇଥିବା କେରଳର ୩୦ ବର୍ଷୀୟ ସୋମ୍ୟା ସନ୍ତୋଷଙ୍କ ମୃତଦେହ ଶନିବାର ସକାଳେ ନୂଆଦିଲ୍ଲୀରେ ପହଞ୍ଚିଛି।
ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ୍ ଏବଂ ଇସ୍ରାଏଲର ଡେପୁଟି ରାଷ୍ଟ୍ରଦୂତ ରୋନି ୟେଦିଦିଆ କ୍ଲିନ୍ ମୃତ…