ଆଉ ୧୫ଦିନ ବଢିଲା ବିଳମ୍ବିତ ଆୟକର ଦାଖଲ ଅବଧି
ନୂଆଦିଲ୍ଲୀ:ବିଳମ୍ବରେ ଆୟକର ଫାଇଲ୍ କରିବା ସମୟସୀମା ବୃଦ୍ଧି କରିଛି କେନ୍ଦ୍ର ସରକାର । ପୂର୍ବରୁ ଡିସେମ୍ବର ୩୧ ଶେଷ ତାରିଖ ଥିଲା। ତେବେ ବିଭିନ୍ନ ବର୍ଗର କରଦାତାଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସମୟସୀମାକୁ ବଢେଇ ଜାନୁୟାରୀ ୧୫ କରିଦିଆଯାଇଛି ।
ସୂଚନାଥାଉକି, ଏହି ବର୍ଦ୍ଧିତ ସମୟସୀମା…