ଦିଲ୍ଲୀ ଇସ୍ରାଏଲ ଦୂତାବାସ ବାହାରେ ହୋଇଥିବା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆତଙ୍କୀ ସଂଗଠନ ଜୈଶ-ଉଲ୍-ହିନ୍ଦ୍
ନୂଆଦିଲ୍ଲୀ: ଦିଲ୍ଲୀ ଔରଙ୍ଗଜେବ୍ ରୋଡ୍ରେ ଅବସ୍ଥିତ ଥିବା ଇସ୍ରାଏଲୀ ଦୂତାବାସ ବାହାରେ ହୋଇଥିବା ବିସ୍ଫୋରଣ ମାମଲା ପାଇଁ ନିଜକୁ ଦାୟୀ କଲା ଆତଙ୍କୀ ସଂଗଠନ ଜୈଶ-ଉଲ-ହିନ୍ଦ । ମେସେଜିଙ୍ଗ ଆପ୍ ଟେଲିଗ୍ରାମର ମେସେଜ୍ ମାଧ୍ୟମରେ ଏହି ଘଟଣାର ଦାବି କରିଛି ସଂଗଠନ ।
ମେସେଜ୍ରେ କୁହାଯାଇଛି କି…