୨ମିଲିୟନ କ୍ଷମତା ବିଶିଷ୍ଠ ଆଲୁମିନା କାରଖାନା ପ୍ରତିଷ୍ଠା ନେଇ ଜନଶୁଣାଣୀ
ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଂସାରୀଗୁଡ଼ାରେ ହିଣ୍ଡାଲକୋ ପକ୍ଷରୁ ୨ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନା କାରଖାନା ପ୍ରତିଷ୍ଠା ପାଇଁ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ପୋଡାପୋଡିଠାରେ ଏହି ଶୁଣାଣୀ ହୋଇଥିଲା।
ବୈଠକରେ ସ୍ଥାନୀୟ ଗ୍ରାମବାସୀମାନେ…