ଘୁଞ୍ଚିଲା ଜେଇଇ ମେନ୍ ପରୀକ୍ଷା
ନୂଆଦିଲ୍ଲୀ: ଜେଇଇ ମେନ୍ (ମେ ସେସନ୍) ଘୁଞ୍ଚାଇଲା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ। ମେ ୨୪, ୨୫, ୨୬, ୨୭ ଏବଂ ୨୮ ରେ ଅନୁଷ୍ଠିତ ହେବାକୁ ଥିବା ମିଳିତ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍ର ମେ ସେସନ୍କୁ (NTA) ସ୍ଥଗିତ ରଖିଛି।
ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି…