Latest Odisha News

BREAKING NEWS

Browsing Tag

Jennifer Lawrence

ଫିଲ୍ମ ସେଟରେ ସୁଟିଂ ବେଳେ ଆହତ ହେଲେ ଜେନିଫର୍ ଲରେନ୍ସ

ଲସ୍ ଆଞ୍ଜେଲସ୍ : ଓସ୍କାର ବିଜେତା ଜେନିଫର୍ ଲରେନ୍ସ ଆହତ । ବୋଷ୍ଟନରେ ନିଜ ଫିଲ୍ମର ସୁଟିଂ ସମୟରେ କାଚ ଯୋଗୁଁ ତାଙ୍କ ଆଖି ନିକଟରେ ଆଘାତ ଲାଗିଛି । “ଡୋନ୍ ଲୁକ୍ ଅପ୍” ସେଟରେ ଏକ ନିୟନ୍ତ୍ରିତ ବିସ୍ଫୋରଣରୁ କାଚ ବାହାରି ଲରେନ୍ସଙ୍କ ଆଖି ପାଖରେ ଆହତ ହୋଇଥିଲା । ଫଳରେ ରକ୍ତସ୍ରାବ ହୋଇଥିଲା…