ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ଆରମ୍ଭ ହେଲା ‘ପ୍ରୋଜେକ୍ଟ ଉତ୍କର୍ଷ’
ଭୁବନେଶ୍ବର : ଗୁରୁ ଦିବସ ଅବସରରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ଫାଉଣ୍ଡେସନ ପକ୍ଷରୁ ଆରମ୍ଭ ହୋଇଛି ‘ପ୍ରୋଜେକ୍ଟ ଉତ୍କର୍ଷ’ । ସିଭିଲ ସର୍ଭିସ କୋଚିଂ ପାଇଁ ଭୁବନେଶ୍ବରର ଅଗ୍ରଣୀ ଅନୁଷ୍ଠାନ ଆଇଏଏସ୍ ଗୁରୁକୁଳ ସହଯୋଗରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ଅନୁଗୁଳ ଜିଲ୍ଲାର ସାମାଜିକ…