ଜଷ୍ଟିସ ଆୟେଶା ମଲିକ ହେବେ ପାକିସ୍ତାନର ପ୍ରଥମ ମହିଳା ପ୍ରଧାନ ବିଚାରପତି
ଇସ୍ଲାମ୍ବାଦ: ପାକିସ୍ତାନ ଇତିହାସରେ ଏହା ପ୍ରଥମ ଥର ହେବାକୁ ଯାଉଛି। ପାକିସ୍ତାନରେ ପ୍ରଥମ ଥର ପାଇଁ ଜଣେ ମହିଳା ପ୍ରଧାନ ବିଚାରପତି ହେବେ। ଜଷ୍ଟିସ ଆୟେଶା ମଲିକ ପାକିସ୍ତାନର ପ୍ରଥମ ମହିଳା ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି। ସିଜେପି ମୁଶେର ଆଲାମ ଅଗଷ୍ଟ ୧୭ ରେ ଅବସର ନେବାକୁ…