କରୋନା ଚିକିତ୍ସା ପାଇଁ ସହାୟକ ହୋଇପାରେ ‘କାଲୋଞ୍ଜୀ’; ରିପୋର୍ଟ
ସିଡନୀ: କରୋନା ସଂକ୍ରମଣରେ କାଲୋଞ୍ଜୀ ଅର୍ଥାତ୍ କଳାଜିରା ବେଶ୍ ଉପାଦେୟ ବୋଲି ଅଷ୍ଟ୍ରେଲୀୟ ଅନୁସନ୍ଧାନକାରୀମାନେ ଜଣାପଡ଼ିଛି। ଏହି ଅଧ୍ୟୟନ କ୍ଲିନିକାଲ୍ ଏବଂ ଏକ୍ସପେରିମେଣ୍ଟାଲ୍ ଫାର୍ମାକୋଲୋଜି ଏବଂ ଫିଜିଓଲୋଜି ପତ୍ରିକାରେ ପ୍ରକାଶିତ ହୋଇଛି।
ଉତ୍ତର ଆଫ୍ରିକା ଏବଂ ପଶ୍ଚିମ ଏସିଆର…