ପାରଳାଖେମୁଣ୍ଡିର ବିଜେଡି ବିଧାୟକ ନାରାୟଣ ରାଓଙ୍କ ବିଜେପିରେ ଯୋଗଦାନ
ଭୁବନେଶ୍ୱର : ପାରଳାଖେମୁଣ୍ଡିର ବିଜେଡି ବିଧାୟକ କେ. ନାରାୟଣ ରାଓ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିବା ପରେ ବୁଧବାର ଦିନ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି ।
ଶ୍ରୀଯୁକ୍ତ ରାଓଙ୍କୁ ଦଳୀୟ କାର୍ଯ୍ୟାଳୟରେ ବିଜେପି ଅଧ୍ୟକ୍ଷ ବସନ୍ତ ପଣ୍ଡା ଓ…