କନୌଜ ବସ୍ ଦୁର୍ଘଟଣା: ଡିଏନଏ ଟେଷ୍ଟ ଦ୍ୱାରା ମୃତକଙ୍କୁ କରାଯିବ ଚିହ୍ନଟ
କନୌଜ: ଉତ୍ତର ପ୍ରଦେଶର କନୌଜ ଜିଲ୍ଲାରେ ଏକ ଟ୍ରକ ଓ ଯାତ୍ରୀବାହୀ ବସ ମଧ୍ୟରେ ଧକ୍କା ଘଟିବାରୁ ଚଳନ୍ତା ବସଟି ସମ୍ପୂର୍ଣ୍ଣ ଜଳିଯାଇଛି । ଉକ୍ତ ଘଟଣାରେ ପାଖାପାଖି ୨୦ରୁ ଅଧିକ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ନେଇ ଜଣାପଡିଛି ।
ଆଇଜି (କାନପୁର ରେଞ୍ଜ) ମୋହିତ ଅଗ୍ରୱାଲ୍ ଗଣମାଧ୍ୟମକୁ…