Latest Odisha News

BREAKING NEWS

Browsing Tag

Kandhamala

ନାବାଳିକାକୁ ଚକୋଲେଟ ଦେଇ ଦୁଷ୍କର୍ମ ଅଭିଯୋଗ; ବନ୍ଧା ହେଲେ ଅଭିଯୁକ୍ତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ରାଇପଲି ଗ୍ରାମରୁ ଆସିଛି ନାବାଳିକା ଦୁଷ୍କର୍ମ ଅଭିଯୋଗ। ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ସୂଚନାନୁସାରେ, ୭ ବର୍ଷର ନାବାଳିକାକୁ ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ଚକୋଲେଟର ଲୋଭ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ…

ଶିଶୁ ଉପରେ ଚଢିଗଲା ବୋଲେରୋ, କ୍ଷତିପୂରଣ ଦାବିରେ ରାସ୍ତାରୋକ

କନ୍ଧମାଳ: କ.ନୂଆଁଗା ବ୍ଲକ୍ ଜିଡୁବାଡିରରେ ବୋଲେରୋ ମାଡ଼ି ଯିବାରୁ ଶିଶୁ ପୁତ୍ରର ମୃତ୍ୟୁକୁ ନେଇ ଉତ୍ତେଜନା । ତାତିଲେ ଲୋକ । ବାଲିଗୁଡ଼ା-ରାଇକିଆ ରାସ୍ତାକୁ ଅବରୋଧ କରିିଥିଲେ । ରାସ୍ତାରେ ମୃତଦେହ ରଖିବା ସହ କାଠ ଓ ପଥର ପକାଇ ଧାରଣା ଦେଇଥିଲେ ଉତ୍ୟକ୍ତ ଲୋକ । ଫଳରେ ଏହି ରାସ୍ତାରେ…

୬୦ କେଜିରୁ ଅଧିକ ଗଞ୍ଜେଇ ଜବତ, ୫ ଗିରଫ

ବାଲିଗୁଡା: ଚୋରା ଚାଲାଣ ବେଳେ ଧରା ପଡ଼ିଲା ବିପୁଳ ପରିମାଣର ଗଞ୍ଜେଇ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୁଲିସ୍ ମହାସିଙ୍ଗ ଅଞ୍ଚଳରୁ ୬୦ କେଜିରୁ ଅଧିକ ଗଞ୍ଜେଇ ଜବତ କରିଛି। ଏଥିସହ ପୋଲିସ ୫ ଗଂଜେଇ ବେପାରୀଙ୍କୁ ଗିରଫ କରିଛି । ଗିରଫ ଗଞ୍ଜେଇ  ବେପାରୀଙ୍କ ମଧ୍ୟରୁ  ଜଣେ ମଧ୍ୟପ୍ରଦେଶ ଅଞ୍ଚଳର…

କନ୍ଧମାଳରେ ମାଓ ପୋଷ୍ଟର, ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଧମକ

ଫୁଲବାଣୀ: ପୁଣି ମାତିଲେ ମାଓବାଦୀ । କନ୍ଧମାଳ ଜିଲ୍ଳା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବୁର୍ତ୍ତମଗଡ ନିକଟରେ ମାଓ ପୋଷ୍ଟର ଓ ବ୍ୟାନର ମରାଯାଇଥିବା ଦେଖିବାକୁ ମିଳିଛି । ଏହି ପୋଷ୍ଟର ବ୍ୟାନର ଜରିଆରେ ମାଓବାଦୀମାନେ ପୂର୍ବତନ ସରପଞ୍ଚ ଶିରିଶ ମଲ୍ଲିକଙ୍କୁ ହତ୍ୟା ଧମକ ଦେଇଛନ୍ତି । ଏହାସହ…