Latest Odisha News

BREAKING NEWS

Browsing Tag

Kartika Brata

ଶ୍ରୀକ୍ଷେତ୍ରରେ ୧୦୫ ବର୍ଷୀୟ ବୃଦ୍ଧାଙ୍କ ହବିଷ୍ୟ ବ୍ରତ ପାଳନ

ପୁରୀ : ମହାପ୍ରଭୁଙ୍କ ଭକ୍ତି ଆଗରେ ହାର ମାନିଛି ହାରାମଣିଙ୍କ ବୟସ । ବୟସର ଅପରାହ୍ନରେ ପହଞ୍ଚିଥିଲେ ମଧ୍ୟ ହବିଷ୍ୟ ବ୍ରତ ପାଳନ କରୁଛନ୍ତି ୧୦୫ ବର୍ଷୀୟା ବୃଦ୍ଧା । ଆଖିକୁ ଭଲରେ ଦିଶୁ ନାହିଁ ... ଅଣ୍ଟା ନଇଁପଡ଼ିଲାଣି ହେଲେ ସମସ୍ତ ନୀତି ନୀୟମ ମାନି ପାଳନ କରୁଛନ୍ତି ବ୍ରତ।…

ମହାପ୍ରସାଦ ଦରକୁ ନେଇ ଭକ୍ତ ଅସନ୍ତୋଷ

ପୁରୀ : ଧର୍ମ ଓ ପୂଣ୍ୟର ମାସ କାର୍ତ୍ତିକ ମାସ। ଶ୍ରୀମନ୍ଦିରରେ ଲାଗି ରହିଛି ଗହଳି ଚହଳି। କାର୍ତ୍ତିକ ମାସରେ ଶ୍ରୀମନ୍ଦିର ଯେତିକି ଭିଡ଼ ହୋଇଥାଏ ତା ଠାରୁ ବେଶୀ ଆନନ୍ଦ ବଜାରରେ ଗହଳି ହୋଇଥାଏ  । କାରଣ କାର୍ତ୍ତିକ ମାସରେ ମହାପ୍ରସାଦର ଚାହିଦା  ବେଶୀ ରହିଥାଏ। କିନ୍ତୁ ଏବେ ମହାପ୍ରସାଦ…

ପୁରୀରେ କାର୍ତ୍ତିକ ହବିଷ୍ୟାଳୀ ମାନଙ୍କ ପାଇଁ ଆବାସିକ ସୁବିଧା

ପୁରୀ : ଆଜିଠୁ ଆରମ୍ଭ ହେଲା କାର୍ତ୍ତିକ ମାସ । ହବିଷ୍ୟାଳୀ ମାନେ ଆରମ୍ଭ କରିଛନ୍ତି କାର୍ତ୍ତିକ ବ୍ରତ  । ପୁରୀରେ କାର୍ତ୍ତିକ ହବିଷ୍ୟାଳୀ ମାନଙ୍କ ପାଇଁ ଆବାସିକ ସୁବିଧା ବ୍ୟବସ୍ଥା କରାଯାଇଛି । ୩ ହଜାର ହବିଷ୍ୟାଳୀ ରହିବା ପାଇଁ ୫ ଟି ସ୍ଥାନରେ ବ୍ୟବସ୍ଥା ହୋଇଛି। ଗତ ଦୁଇ ବର୍ଷ ହେବ କରୋନା…

ଆଜିଠୁ ଆରମ୍ଭ ଧର୍ମମାସ କାର୍ତ୍ତିକ; ପୁରୀରେ ମହାପ୍ରସାଦ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ: ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ମାସ ତା ସହ କାର୍ତ୍ତିକ ବ୍ରତ ମଧ୍ୟ ଆରମ୍ଭ ହୋଇଛି । ଏହାକୁ ଦୃଷ୍ଟିରେ ରଖି ସିଂହଦ୍ବାର ସମ୍ମୁଖରେ ବ୍ୟାରିକେଡ କରାଯାଇଛି । ତେବେ ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା ଥିବାରୁ ଶ୍ରଦ୍ଧାଳୁ ମାନେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ପ୍ରଦକ୍ଷଣ…

‘କାର୍ତ୍ତିକ ବ୍ରତ’ରେ ହବିଷ୍ୟାଳୀଙ୍କୁ ପୁରୀ ଯିବା ମନା

ଭୁବନେଶ୍ୱର: ଚଳିତ ଥର କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି କାର୍ତ୍ତିକ ବ୍ରତ ସମୟରେ ମହିଳା ଭକ୍ତ ତଥା ହବିଷ୍ୟାଳୀଙ୍କୁ ପୁରୀ ଯିବାକୁ ମନା କରିଛି ଜିଲ୍ଲା ପ୍ରଶାସନ। ପ୍ରତିବର୍ଷ ଧର୍ମମାସ କାର୍ତ୍ତିକରେ ବହୁ ସଂଖ୍ୟାରେ ମହିଳା ଓ ଖାସ୍ କରି ବିଧବା ମହିଳା ମାନେ କାର୍ତ୍ତିକ ବ୍ରତ ପାଳନ…

ଆଜିଠୁ ଆରମ୍ଭ ହେଲା କାର୍ତ୍ତିକ ବ୍ରତ, ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ଲାଗି ହବିଷ୍ୟାଳୀଙ୍କ ଭିଡ଼

ପୁରୀ/ଭୁବନେଶ୍ୱର: ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ କାର୍ତ୍ତିକ ମାସକୁ ସବୁଠୁ ପବିତ୍ର ମାସ ଭାବେ ବିବେଚନା କରାଯାଇଥାଏ । ସେହି ପରିପ୍ରେକ୍ଷୀରେ ଆଜିଠୁ ଆରମ୍ଭ ହୋଇଛି କାର୍ତ୍ତିକ ମାସ ଏବଂ ହବିଷ୍ୟାଳୀମାନେ ଆରମ୍ଭ କରିଛନ୍ତି ବ୍ରତ । ପୁରୀ ଶ୍ରୀମନ୍ଦିରର ଆଖପାଖ ଅଞ୍ଚଳରେ ଶ୍ରୀଜୀଉଙ୍କ…