ସେଟ୍କୁ ଫେରିଲେ ବିଗ୍-ବି, ଆସିଲା ‘କେବିସି-୧୨’ର ପ୍ରୋମୋ, ଦେଖନ୍ତୁ ଭିଡିଓ
ମୁୁମ୍ବାଇ: ରିଲିଜ ହୋଇଛି ବହୁ ପ୍ରତିକ୍ଷିତ କୁଇଜ୍ ଶୋ’ କେବିସି ସିଜନ-୧୨ର ପ୍ରୋମୋ । ଏହି ପ୍ରମୋରେ ବିଗ୍ ବି ଅମିତାଭ ବଚ୍ଚନ ଶୋ’ର ପ୍ରଥମ ପ୍ରତିଯୋଗୀଙ୍କ ସହ ନଜର ଆସିଛନ୍ତି । କରୋନାକୁ ମାତ୍ ଦେବା ପରେ ଏହା ହେଉଛି ବିଗ୍ ବିଙ୍କ ପ୍ରଥମ ଟିଭି ଶୋ’ ।
ଏହି ପ୍ରୋମୋରେ ଅମିତାଭ ବଚ୍ଚନ ଶୋ’ର…