୧୬ହଜାରରୁ ଅଧିକ ବିଦ୍ୟାଳୟକୁ ଡିଜିଟାଲାଇଜେସନ୍ କରିବାରେ କେରଳ ଭାରତରେ ପ୍ରଥମ ରାଜ୍ୟ
ଥିରୁବନନ୍ତପୁରମ୍: କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ସୋମବାର ଦିନ ଘୋଷଣା କରିଛନ୍ତି ଯେ ସମସ୍ତ ସରକାରୀ ବିଦ୍ୟାଳୟରେ ହାଇ ଟେକ୍ ଶ୍ରେଣୀଗୃହ ପାଇବାରେ ଦେଶରେ ପ୍ରଥମ ରାଜ୍ୟ ହୋଇପାରିଛି କେରଳ ।
କେରଳର ୧୦୦ ଦିନିଆ ଯୋଜନା ଘୋଷଣାର ଏକ ଅଂଶ ଭାବରେ ମୁଖ୍ୟମନ୍ତ୍ରୀ ଏକ ଭିଡିଓ ସମ୍ମିଳନୀ…