ଏଥର ଖଣ୍ଡଗିରିରେ ହେବନି ଯାତ୍ରା
ଭୁବନେଶ୍ୱର : ଯାତ୍ରା ମହାକୁମ୍ଭ ଖଣ୍ଡଗିରିରେ ଶୁଭିବନି ଡାଇଲଗ୍ । ଜଳିବନି ଯାତ୍ରା ପେଣ୍ଡାଲର ଝିଲ୍ମିଲ୍ ଆଲୁଅ। ମଞ୍ଚରେ ଦେଖିବାକୁ ଆଇଟମ୍ ଡ୍ୟାନ୍ସ । କାରଣ ଏଥର ଏଥର ଖଣ୍ଡଗିରି ଯାତ୍ରା ଓ ମେଳାକୁ ନାଁ କହିଛି ଭୁବନେଶ୍ୱର ମହାନଗର ନିଗମ । କେବଳ ବିଧି ରଖିବା ପାଇଁ ପୂଜା କରାଯିବ।…